Advertisment

'ଖୁବଶୀଘ୍ର ଧର୍ମେନ୍ଦ୍ରଙ୍କ ଲୋକସଭା ସିଟ୍ ହେବ ଘୋଷଣା’

'ଓଡ଼ିଶାର ପ୍ରାର୍ଥୀ ତାଲିକା ଆସିଲେ ସେଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରହିବ'

author-image
Manoj Swain

ରାଜ୍ୟସଭା ସଦସ୍ୟ ଲଢିବେ ଲୋକସଭା ନିର୍ବାଚନ। ଓଡ଼ିଶାର ପ୍ରାର୍ଥୀ ତାଲିକା ଆସିଲେ ସେଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରହିବ। କିଛି ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment
Odisha Bjp