ଧର୍ମେନ୍ଦ୍ରଙ୍କୁ ଛିଗୁଲେଇଲେ ବବି: ବିଜେପି କହିଲା କ୍ରୀତଦାସ କ’ଣ ବୁଝିବ ଓଡ଼ିଆ ସ୍ୱାଭିମାନର କଥା

ଦୀର୍ଘଦିନର ବ୍ୟବଧାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ପରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

Babi Das

ବବି ଦାସ (ଫାଇଲ ଫଟୋ)

Ordigital Desk
  • Published: Tuesday, 16 January 2024
  • Updated: 16 January 2024, 10:14 PM IST

Sports

Latest News

ଦୀର୍ଘଦିନର ବ୍ୟବଧାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ପରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଇଷ୍ଟଇଣ୍ଡିଆ ପ୍ରତିନିଧିଙ୍କ ସାର୍ଟଫିକେଟ୍ ଲୋଡ଼ା ନାହିଁ, ମୁଖ୍ୟମନ୍ତ୍ରୀ ଜନ୍ମରୁ ସୁନା ଚାମଚରେ ଖାଇଲେ ଓ ଗରିବଙ୍କ ଦୁଃଖ ବୁଝିବେ କେମିତି ବୋଲି କହି କଡ଼ା ଭାଷାରେ ଟାର୍ଗେଟ୍ କରିବା ପରେ ଚିହିଁକି ଉଠିଛି ବିଜେଡି । ଆଉ ଧର୍ମେନ୍ଦ୍ରଙ୍କୁ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ(ଟ୍ୱିଟର) କଟାକ୍ଷ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । “ଭାଇ ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡ଼ି ଯାଉଛନ୍ତି କ’ଣ ପାଇଁ ବୋଲି କହି ୩ଟି ପୁରୁଣା ପ୍ରଶ୍ନକୁ ଦୋହରାଇଛନ୍ତି ।” ଆଉ ବବିଙ୍କ ଏହି ଛୁଗୁଲେଇବାକୁ କଡ଼ା ଭାଷାରେ ଜବାବ ଦେଇଛି ବିଜେପି ।

ବିଜେପିର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କଡ଼ା ଭାଷାରେ ବବିଙ୍କୁ ଜବାବ ଦେଇ କହିଛନ୍ତି ଯେ, କ୍ରୀତଦାସ ମାନସିକତା ଥିବା ଲୋକ ଓଡ଼ିଶାର ସ୍ୱାଭିମାନ କଥା କେମିତି ବୁଝିବେ । ବିଜେଡି ନେତାମାନେ ୨୫ବର୍ଷ ମଧ୍ୟରେ କେବେବି ବିଜେପିର ପ୍ରଶ୍ନର ସିଧା ଉତ୍ତର ଦେଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ସିଧାସ ଉତ୍ତର ମୁଖ୍ୟମନ୍ତ୍ରୀ କି ବିଜେଡି ଦଳ ଦେବାର ସାହାସ ନାହିଁ । ରକ୍ତଚାପରେ କିଏ ଅଛନ୍ତି, ବିଜେଡି ନେତାମାନେ ନିଜକୁ ନିଜେ ପଚାରିବା ଦରକାର । ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ କେଉଁ ଅବସ୍ଥାରେ ଅଛନ୍ତି ଟିକେ ଆତ୍ମସମୀକ୍ଷା କଲେ ଭଲ ହେବ । ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ୨.୪୦ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କେବଳ ଓଡ଼ିଶାରେ ହୋଇଛି।

Also Read

ଅନୁଗୁଳ ଓ ଢେଙ୍କାନାଳ ଗସ୍ତ କରି ରାଜ୍ୟପାଳ ଯେଉଁ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ତା’ର ଉତ୍ତର ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ମିଳିନାହିଁ କାହିଁକି । ଅନୁଗୁଳ ଜିଲ୍ଲାରୁ ୬୦ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଯାଉଥିବାବେଳେ ଜିଲ୍ଲାର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ତା’ର ହିସାବ ଦେଲେ ଭଲ ହେବ । ବିଜେପିର ପ୍ରଶ୍ନର ଉତ୍ତର ନରଖି ପ୍ରଶ୍ନ ପଚାରିବା ବିଜେଡିର ଅଭ୍ୟାସଗତ ପରମ୍ପରା । ଶାସକ ବିଜେଡିର ଗୁମାସ୍ତାମାନେ ନିଜର ରକ୍ତ ପରୀକ୍ଷା କରିବା ଦରକାର । କାରଣ ସେମାନଙ୍କର ସ୍ୱାସ୍ଥ୍ୟ ଓ ମନ ଭଲ ନଥିବା ଭଳି ଲାଗୁଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଆଖି ଖରାପ ଅଛି, ନହେଲେ ଚଷମା ଭୁଲ୍ ଅଛି। କ୍ରୀତଦାସ ମାନସିକତା ରଖୁଥିବା ଲୋକ ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜି ଦେଇଛନ୍ତି । ସେଥିପାଇଁ ସେମାନେ ବିଜେପି ପ୍ରଶ୍ନର ଉତ୍ତର ଦେବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବବି ନିଜ ଏକ୍ସ ହ୍ୟାଣ୍ଡଲରେ ଧର୍ମେନ୍ଦ୍ରଙ୍କୁ ଛିଗୁଲେଇ କହିଥିଲେ ଯେ, ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି । ରକ୍ତଚାପ ବଢ଼ିଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିଥିବା ଦେଖିଥିଲି । ଏବେ ନିୟମିତ ଭାବେ ଯୋଗ କରନ୍ତୁ ବୋଲି ବବି କଟାକ୍ଷ କରିଥିଲେ । ଯାହାର ଜବାବ ବିଜେପି ବିଧାୟକ ଶ୍ରୀ ମହାପାତ୍ର ସମାନ ଶୈଳୀରେ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story