ଅପରାଜିତାଙ୍କ ସପକ୍ଷରେ ବାହାରିଲେ ଧର୍ମେନ୍ଦ୍ର | Odisha Reporter
ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି କହିଲେ ଧର୍ମେନ୍ଦ୍ର। ଗତକାଲି ଭୁବନେଶ୍ବର ସାଂସଦଙ୍କ ଗସ୍ତ ବେଳେ ତାଙ୍କୁ ପ୍ରାୟୋଜିତ ଭାବେ ବିରୋଧ କରାଯାଇଛି । ସଂଖ୍ୟା ବଳ ଅଛି ବୋଲି ପ୍ରତିପକ୍ଷଙ୍କୁ ଅପମାନିତ କରିବା ଜଘନ୍ୟ କଥା। ଗତକାଲି ସାସଂଦ ଅପରାଜିତା ଷଡ଼ଙ୍ଗୀ ଅଠାନ୍ତର ଗସ୍ତବେଳେ ଏସଏଚଜି ମହିଳାଙ୍କ ପକ୍ଷରୁ ହୋଇଥିବା ଟେକା ପଥର ଓ ଅଣ୍ଡା ମାଡ଼କୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
