Advertisment

'ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି'

ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି କହିଲେ ଧର୍ମେନ୍ଦ୍ର।

Advertisment

ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି କହିଲେ ଧର୍ମେନ୍ଦ୍ର। ଗତକାଲି ଭୁବନେଶ୍ବର ସାଂସଦଙ୍କ ଗସ୍ତ ବେଳେ ତାଙ୍କୁ ପ୍ରାୟୋଜିତ ଭାବେ ବିରୋଧ କରାଯାଇଛି । ସଂଖ୍ୟା ବଳ ଅଛି ବୋଲି ପ୍ରତିପକ୍ଷଙ୍କୁ ଅପମାନିତ କରିବା ଜଘନ୍ୟ କଥା। ଗତକାଲି ସାସଂଦ ଅପରାଜିତା ଷଡ଼ଙ୍ଗୀ ଅଠାନ୍ତର ଗସ୍ତବେଳେ ଏସଏଚଜି ମହିଳାଙ୍କ ପକ୍ଷରୁ ହୋଇଥିବା ଟେକା ପଥର ଓ ଅଣ୍ଡା ମାଡ଼କୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment
BjD Dharmendra Pradhan Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe