Advertisment

ଧୀରଜଙ୍କଠାରୁ ଦୂରେଇ ରହିଲା କଂଗ୍ରେସ

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ଓଡ଼ିଶାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟିର କଳାଟଙ୍କା ଜବତ ହେବା ଓଡ଼ିଶା ପାଇଁ ଲଜ୍ୟା ଜନକ ଘଟଣା।

author-image
Manoj Swain

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ଓଡ଼ିଶାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟିର କଳାଟଙ୍କା ଜବତ ହେବା ଓଡ଼ିଶା ପାଇଁ ଲଜ୍ୟା ଜନକ ଘଟଣା। ଏହି ଘଟଣା ପରେ ସାଂସଦ ଧୀରଜ ସାହୁଙ୍କ ଠାରୁ ଦୂରେଇ ରହିଲା କଂଗ୍ରେସ। ସେହିଭଳି ଧୀରଜଙ୍କ ବ୍ୟବସାୟ ସହ କଂଗ୍ରେସର କୌଣସି ଲିଙ୍କ ନାହିଁ ବୋଲି କହିଛି କଂଗ୍ରେସ। 

Advertisment
IT Raid Dhiraj Prasad Sahu Congress Odisha