Sports

Latest News

ଗ୍ରାମସଭା ବାଛିଛି ତ ଆବାସ ହିତାଧିକାରୀ?

ଆବାସ ଯୋଜନାରେ କାହା ଲୋଗୋ  ?   | Odisha Reporter

ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା! ଗ୍ରାମସଭାରେ ଯୋଗ୍ୟ ପରିବାରଙ୍କ ତାଲିକା ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଏ ନେଇ ସ୍ଵଚ୍ଛତା ରଖିବାକୁ ପଦକ୍ଷେପ ନିଆ ଯାଇଥିବା କହିଛି ପଂଚାୟତି ରାଜ ବିଭାଗ।