ମେଣ୍ଟ ପାଇଁ କିଏ ଧରିଥିଲେ ମୋଦିଙ୍କ ଗୋଡ଼ ? | Odisha Reporter
Advertisment
ମେଣ୍ଟ କରିବା ପାଇଁ ଦିଲ୍ଲୀ ଯାଇ ମୋଦିଙ୍କ ଗୋଡ଼ ଧରିଥିଲେ। ତଥାପି ମେଣ୍ଟ ହୋଇପାରିଲା ନାହିଁ। ମୋଦି ଚାହୁଁଥିଲେ ବିଜେପି ନିଜ ଗୋଡ଼ରେ ଛିଡ଼ା ହେଉ। ଆମେ ଏବେ ନିଜ ଗୋଡ଼ରେ ନିଜେ ଛିଡ଼ା ହେଉଛୁ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us