ଆଣିଥିଲେ ନାଁ କମେଇବାକୁ ନେଇଗଲେ କି ନାମ ? | Odisha Reporter
ମେୟର ସୁବାସ ସିଂହ କରାଇଥିଲେ ପ୍ରାୟୋଜିତ ସମାବେଶ! ମାଆମାନଙ୍କୁ ଆଣିଥିଲେ ବିକ୍ଷୋଭ ପାଇଁ। କେନ୍ଦ୍ର ସରକାର ଅବହେଳା ଯୋଗୁଁ ମାଆମାନେ ହଇରାଣ ହେଉଥିବା କହିଲେ। ଉପରେ କ’ଣ କଥା ହୋଇ ଆସିଲେ ଦେଇ ଚାଲିଲେ ଖାଣ୍ଟି ପ୍ରତିଶ୍ରୁତି। ମାଆମାନେ ଘୋଷଣାରେ ଖୁସି କଣ ହେବ ବର୍ଷିଲେ ସରକାରଙ୍କ ଉପରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
