Advertisment

ନାଁ କମେଇବାକୁ ଆଣିଥିଲେ, ନାମ ନେଲେ କି?

ମେୟର ସୁବାସ ସିଂହ କରାଇଥିଲେ ପ୍ରାୟୋଜିତ ସମାବେଶ! ମାଆମାନଙ୍କୁ ଆଣିଥିଲେ ବିକ୍ଷୋଭ ପାଇଁ। କେନ୍ଦ୍ର ସରକାର ଅବହେଳା ଯୋଗୁଁ ମାଆମାନେ ହଇରାଣ ହେଉଥିବା କହିଲେ। ଉପରେ କ’ଣ କଥା ହୋଇ ଆସିଲେ ଦେଇ ଚାଲିଲେ ଖାଣ୍ଟି ପ୍ରତିଶ୍ରୁତି। ମାଆମାନେ ଘୋଷଣାରେ ଖୁସି କଣ ହେବ ବର୍ଷିଲେ ସରକାରଙ୍କ ଉପରେ।

Anganwadi Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe