Digapahandi BJD Infighting Biplab v/s Bipin ଦିଗପହଣ୍ଡିରେ ବିପ୍ଲବ ବନାମ ବିପିନ | Odisha Reporter
Advertisment
ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ବିଧାୟକ କରିବା ପାଇଁ ବିଜେଡିର ବଡ ଉଦ୍ୟମ ! ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ପ୍ରୋଜେକ୍ଟ କରିବା ପାଇଁ ବିଜେଡିର ବଡ ଉଦ୍ୟମ। ଦଳର ପୁରୁଖା ନେତା ବିପିନ ପ୍ରଧାନଙ୍କୁ ମଧ୍ୟ ବଳି ପକାଇବାକୁ ହାତ ଛଡା କରିନି ଦଳ। ଆଜି ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କ ଦସ୍ତଖତରେ ବାହାର କରାଯାଇଥିବା ପ୍ରେସ ରିଲିଜରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିପିନ ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us