ଭୁବନେଶ୍ୱରରେ ଦିଗବିଜୟ ଓ ଜୟରାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଥିବାବେଳେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟର ନେତାମାନଙ୍କ ସହ ବିଚାରବିମର୍ଶ କରିବା ପାଇଁ ବରିଷ୍ଠ କଂଗ୍ରେସ ତଥା ସାଂସଦ ଦିଗବିଜୟ ସିଂ ଓ ସାଂସଦ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଓଡ଼ିଶା ଆସିଛନ୍ତି । ଏହି ଦୁଇ ନେତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କଂଗ୍ରେସ […]

Digvijay Singh and Jairam Ramesh

Digvijay Singh and Jairam Ramesh

Ordigital Desk
  • Published: Saturday, 17 September 2022
  • Updated: 17 September 2022, 09:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଥିବାବେଳେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟର ନେତାମାନଙ୍କ ସହ ବିଚାରବିମର୍ଶ କରିବା ପାଇଁ ବରିଷ୍ଠ କଂଗ୍ରେସ ତଥା ସାଂସଦ ଦିଗବିଜୟ ସିଂ ଓ ସାଂସଦ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଓଡ଼ିଶା ଆସିଛନ୍ତି । ଏହି ଦୁଇ ନେତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ‘ଭାରତ ଯୋଡ଼ ଯାତ୍ରା-ଓଡ଼ିଶା’ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ । ଉଭୟ ଦିଗବିଜୟ ଓ ଜୟରାମ ଉପସ୍ଥିତ ରହି ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯିବ ସେ ସମ୍ପର୍କରେ ଦଳୀୟ ନେତାମାନଙ୍କ ସହ ବିଚାରବିମର୍ଶ କରିବେ । ଏହା ସହିତ ଦଳର ମିଡିଆ ସେଲର ଏକ ବୈଠକକୁ ମଧ୍ୟ ଦୁଇ ନେତା ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଏ ଚେଲାକୁମାର, ସହପ୍ରଭାରୀ ରୁଦ୍ରରାଜୁଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଯୋଗ ଦେବେ । ଦିନ ୧୨ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ଦୁଇ ନେତା ସମ୍ବୋଧିତ କରିବେ ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story