Advertisment

ଶାହ ଦେଲେ ବଡ଼ ସଙ୍କେତ; ବିଜେଡି ସହ ହେବ ସମ୍ନାସାମ୍ନି ଲଢେଇ

ଓଡ଼ିଆ ଭାଷା, ସଂସ୍କୃତି ପାଇଁ ବିଜେପି ଏକା ଲଢୁଛି; ଅମିତ ଶାହ

Advertisment

ନିର୍ବାଚନ ପୂର୍ବରୁ କିଛି ଦିନ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେଣ୍ଟ ଚର୍ଚ୍ଚା ଉପରୁ ପରଦା ହଟାଇ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ। ତେବେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମିତ ଶାହ କହିଛନ୍ତି। ଓଡିଆ ଭାଷା, ସଂସ୍କୃତି ଏବଂ ଓଡିଶାର ଗୌରବ ପାଇଁ ବିଜେପି ଏକା ଲଢିବା ଉଚିତ୍ ବୋଲି ଆମ ଦଳର କର୍ମକର୍ତ୍ତାମାନେ ଦୃଢ ଭାବରେ ବିଶ୍ୱାସ କରୁଥିଲେ। ତେଣୁ ସେମାନଙ୍କର ବିଶ୍ୱାସ ପାଇଁ ଏପରି ନିଷ୍ପତ୍ତି ନିଆଗଲା। 

Advertisment
Bjp BjD Odisha Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe