ସଞ୍ଜୟଙ୍କୁ ନେଇ ବଡ କଥା କହିଲେ ଉମା ସାମନ୍ତରାୟ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ପ୍ରାର୍ଥୀ ହୋଇଥିବା ଉମା ସାମନ୍ତରାୟ ଏଥର ବିଜୟକୁ ନେଇ ବେଶ ଆଶାବାଦୀ ରହିଛନ୍ତି।

Manoj Swain
  • Published: Wednesday, 22 May 2024
  • Updated: 22 May 2024, 07:04 PM IST

Sports

Latest News

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ପ୍ରାର୍ଥୀ ହୋଇଥିବା ଉମା ସାମନ୍ତରାୟ ଏଥର ବିଜୟକୁ ନେଇ ବେଶ ଆଶାବାଦୀ ରହିଛନ୍ତି। ବିଜେପିର ଉପାସନା ମହାପାତ୍ରଙ୍କ ସହ ତାଙ୍କର ଫାଇଟ ହେବାକୁ ଥିବା ବେଳେ ସେ କିନ୍ତୁ କହିଛନ୍ତି ଫଳାଫଳ ଏକତରଫା ଯିବ। ହେଲେ କାହିଁକି ଏଭଳି ଦମ୍ଭ ଦେଖାଇଲେ, ଶୁଣନ୍ତୁ ତାଙ୍କ ମୁହଁରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos