ସଞ୍ଜୟଙ୍କୁ ନେଇ ବଡ କଥା କହିଲେ ଉମା | Discussion with Brahmagiri BJD MLA Candidate Umakanta Samantaray|OR
Advertisment
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ପ୍ରାର୍ଥୀ ହୋଇଥିବା ଉମା ସାମନ୍ତରାୟ ଏଥର ବିଜୟକୁ ନେଇ ବେଶ ଆଶାବାଦୀ ରହିଛନ୍ତି। ବିଜେପିର ଉପାସନା ମହାପାତ୍ରଙ୍କ ସହ ତାଙ୍କର ଫାଇଟ ହେବାକୁ ଥିବା ବେଳେ ସେ କିନ୍ତୁ କହିଛନ୍ତି ଫଳାଫଳ ଏକତରଫା ଯିବ। ହେଲେ କାହିଁକି ଏଭଳି ଦମ୍ଭ ଦେଖାଇଲେ, ଶୁଣନ୍ତୁ ତାଙ୍କ ମୁହଁରୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us