କିଏ ହେବେ କଂଗ୍ରେସର ପିସିସି ସଭାପତି ?

ଖୁବଶୀଘ୍ର ଓଡିଶା ପ୍ରସଙ୍ଗରେ ଏଆଇସିସି ନେଇପାରେ ବଡ ନିଷ୍ପତ୍ତି । ତେଜୁଛି ଅସନ୍ତୋଷ, ସଭାପତିଙ୍କୁ ହଟାଇବାକୁ ମେଳି ବାନ୍ଧୁଛନ୍ତି ନେତା ।

Manoj Swain
  • Published: Wednesday, 03 July 2024
  • Updated: 03 July 2024, 01:53 PM IST

Sports

Latest News

ଶୂନଶାନ କଂଗ୍ରେସ ଭବନ, ରାଜ୍ୟ କଂଗ୍ରେସ ଏବେ ମୁରବୀ ଶୁନ୍ୟ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତଫାକୁ ନେଇ ବଢିଲା ଚର୍ଚ୍ଚା, ହେଲେ ଇସ୍ତଫା ଗ୍ରହଣ କରି ନାହାନ୍ତି ହାଇକମାଣ୍ଡ । ଖୁବଶୀଘ୍ର ଓଡିଶା ପ୍ରସଙ୍ଗରେ ଏଆଇସିସି ନେଇପାରେ ବଡ ନିଷ୍ପତ୍ତି । ତେଜୁଛି ଅସନ୍ତୋଷ, ସଭାପତିଙ୍କୁ ହଟାଇବାକୁ ମେଳି ବାନ୍ଧୁଛନ୍ତି ନେତା । ଦେଖନ୍ତୁ ପୂରା ରିପୋର୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos