ଶରତ ଆଉଟ, କଂଗ୍ରେସ ପାଇବ ନୂଆ ସଭାପତି ! || Odisha PCC President | Congress Bhawan || Odisha Reporter
Advertisment
ଶୂନଶାନ କଂଗ୍ରେସ ଭବନ, ରାଜ୍ୟ କଂଗ୍ରେସ ଏବେ ମୁରବୀ ଶୁନ୍ୟ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତଫାକୁ ନେଇ ବଢିଲା ଚର୍ଚ୍ଚା, ହେଲେ ଇସ୍ତଫା ଗ୍ରହଣ କରି ନାହାନ୍ତି ହାଇକମାଣ୍ଡ । ଖୁବଶୀଘ୍ର ଓଡିଶା ପ୍ରସଙ୍ଗରେ ଏଆଇସିସି ନେଇପାରେ ବଡ ନିଷ୍ପତ୍ତି । ତେଜୁଛି ଅସନ୍ତୋଷ, ସଭାପତିଙ୍କୁ ହଟାଇବାକୁ ମେଳି ବାନ୍ଧୁଛନ୍ତି ନେତା । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us