ନିଆଁରେ ଘିଅ ଢାଳିଦେଲେ ସମ୍ବିତ, ତାତିଗଲେ ସଭାପତି | Odisha Reporter
Advertisment
ପାରାଦୀପ ବିଜେଡି ଦି’ଫାଳ ତଥାପି ସରୁନି ଗୋଷ୍ଠୀ କନ୍ଦଳ । ଦଳର ପରାଜୟ ପରେ ବି ବିଜେଡିରେ ଚାଲିଛି ଗୋଡ଼ ଟଣାଟଣି ରାଜନୀତି । ସମ୍ବିତ ରାଉତରାୟ କହିଲେ, ଅମାର ଖାଲି, ଏବେ ବିଲକୁ ଯିବେ ମୂଷା। ପରୋକ୍ଷରେ ବିଜେଡି ନେତାଙ୍କୁ ମାରିଲେ ବାଣ କିନ୍ତୁ ସାପ ମଲାନି କି ବାଡ଼ି ଭାଙ୍ଗିଲାନି । ବିଜେଡିରେ କିଏ ସେ ମୂଷା, ଯିଏ ଖାଇ ଖାଇ କରିଦେଲାଣି ଅମାର ଖାଲି ? ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ବିନା କେମିତି ହେଲା ବନ୍ଧୁ ମିଳନ ? ବସନ୍ତ କହିଲେ, ସେହିମାନେ ହିଁ ବିଜେଡି ବିପର୍ଯ୍ୟୟର ମୂଳ କାରଣ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us