Advertisment

‘ଆଉ ରଙ୍ଗ ବେଶୀ ବଦଳାଅନି, ଢଙ୍ଗ ବଦଳାଅ’

ଯଦି ଓଡ଼ିଶାକୁ ପ୍ରାଧାନ୍ୟ ଦେଉଛନ୍ତି, ତା’ହେଲେ କୋଇଲା ରୟାଲଟି କାହିଁକି ସଂଶୋଧନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

author-image
Jitendra Garnayak

ବିଜେପି ଯେଉଁ ଦିନଠାରୁ ରାଜ୍ୟରେ ଶାସନ ଭାର ନେଇଛି, କିଛି ବଦଳିନି। କିନ୍ତୁ ରଙ୍ଗ ସବୁ ବଦଳିଛି। ଯାହାର ରଙ୍ଗ ବଦଳିବାର ଆବଶ୍ୟକତା ନଥିଲା, ତାକୁ ବି ବଦଳାଇ ଦେଉଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ତାଙ୍କ ଦଳର ସରକାରଙ୍କୁ ଆଉ ରଙ୍ଗ ନବଦଳାଇ ଢଙ୍ଗ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆଉ କ’ଣ କହିଛନ୍ତି, ଦେଖନ୍ତୁ।   

Advertisment