ବିଜେପି ଯେଉଁ ଦିନଠାରୁ ରାଜ୍ୟରେ ଶାସନ ଭାର ନେଇଛି, କିଛି ବଦଳିନି। କିନ୍ତୁ ରଙ୍ଗ ସବୁ ବଦଳିଛି। ଯାହାର ରଙ୍ଗ ବଦଳିବାର ଆବଶ୍ୟକତା ନଥିଲା, ତାକୁ ବି ବଦଳାଇ ଦେଉଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ତାଙ୍କ ଦଳର ସରକାରଙ୍କୁ ଆଉ ରଙ୍ଗ ନବଦଳାଇ ଢଙ୍ଗ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆଉ କ’ଣ କହିଛନ୍ତି, ଦେଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏଫ୍ଆଇଆର୍
ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ କହିଛନ୍ତି, ସାଂସଦ ମୁନ୍ନା ଖାଁ ଗତ ୬ ତାରିଖରେ ନବରଙ୍ଗପୁରରେ ମଣ୍ଡେଇ ଉତ୍ସବ ଅବସରରେ କବିଙ୍କୁ ତାତ୍ସଲ୍ୟ କରିଛନ୍ତି।
National
କୃଷକ ପୁଅ ବନାମ ଶ୍ରମିକ ପୁଅ
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳ ନେତାଙ୍କ ସହିତ ତାଙ୍କର ହୋଇଛି ଯୁକ୍ତିତର୍କ।
Politics
ନିଜ ଦରମା-ଭତ୍ତା ବଢ଼ାଇବାକୁ ମନ୍ତ୍ରୀ-ବିଧାୟକ ତତ୍ପର: ୩ରେ କମିଟି ଗଢ଼ା, ୧୦ରେ ବିଲ୍ ରେଡ୍ଡୀ
ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ବାଚସ୍ପତି କମିଟି ଗଢ଼ିବାର ୭ଦିନ ନପୂରୁଣୁ ଏ ସଂକ୍ରାନ୍ତ ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି।
Politics
ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ହାଇପ୍ରୋଫାଇଲ ନୂଆଦିଲ୍ଲୀ ଆସନରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ପାଟପଡଗଞ୍ଜରୁ ଆମ ଆଦମୀ ପାର୍ଟିର ଅବଧ ଓଝାଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ପିସିସି ସଭାପତି ଅନୀଲ ଚୌଧୁରୀ।
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ବିଲକୁ କ୍ୟାବିନେଟ ମଞ୍ଜୁରୀ
ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇପାରେ। ସଂସଦରେ ପାରିତ ହେଲେ ୨୦୨୯ରେ ସାରା ଦେଶରେ ଏକା ସାଙ୍ଗରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ।