୨୦୨୪ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର: ବିଜେପି

ଆଜି ୩ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିେଜେପିର ଫୋକସରେ ଏବେ ଓଡ଼ିଶା ବିଧାନସଭା ନିର୍ବାଚନ ରହିଛି । ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ ।

BJP

ବିଜେପିର ଦଳୀୟ ଚିହ୍ନ ।

Ordigital Desk
  • Published: Saturday, 09 December 2023
  • Updated: 09 December 2023, 08:56 PM IST

Sports

Latest News

ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବ । ଆଜି ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ବାଜିମାତ୍ ପରେ ଓଡ଼ିଶାରେ ବିଜେପି ନିଜର ସରକାର ଗଢ଼ିବ ବୋଲି ବେଶ୍ ଆଶାବାଦୀ ହୋଇପଡ଼ିଛି ।

ଆଜି ୩ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିେଜେପିର ଫୋକସରେ ଏବେ ଓଡ଼ିଶା ବିଧାନସଭା ନିର୍ବାଚନ ରହିଛି । ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ଓଡ଼ିଶାର ଲୋକେ ଚାହୁଁଛନ୍ତି ରାଜ୍ୟରେ ବିଜେପି କ୍ଷମତାକୁ ଆସୁ । ବିଜେଡି ସରକାରର କାର୍ଯ୍ୟକଳାପ ଲୋକଙ୍କୁ ଅତିଷ୍ଠ କରିଛି । ଲୋକେ ବିଜେଡି ସରକାର ପ୍ରତି ବୀତସ୍ପୃହ ହୋଇଗଲେଣି ।

Also Read

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ନିମନ୍ତେ ଦଳର କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି ଓ ସେ ଲକ୍ଷ୍ୟ ହାସଲ ପାଇଁ ରଣନୀତି ଚୂଡ଼ାନ୍ତ କରାଯାଉଛି । ବିଜେପିର କେନ୍ଦ୍ରୀୟ ନେତାମାନେ ଏବେ ଏନେଇ ରାଜ୍ୟର ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରୁଛନ୍ତି । ଆଉ ଚୂଡ଼ାନ୍ତ ରଣନୀତି ଦିଲ୍ଲୀରେ ଖୁବଶୀଘ୍ର ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ଗ୍ରାମାଂଚଳରେ ସଂଗଠନକୁ ସୁଦୃଢ଼ କରିବା ସହ ସ୍ଥିତି କିଭଳି ରହିଛି ତାହା ଉପରେ ନଜର ରଖିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ନେତାମାନଙ୍କୁ ବିଭିନ୍ନ ପଂଚାୟତର ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏଥିରୁ ବହୁ ପଂଚାୟତରେ ନେତାମାନେ ପହଂଚି କାର୍ଯ୍ୟକ୍ରମ କରିଥିବାବେଳେ ଆଉ କିଛି ପଂଚାୟତ ଖୁବଶୀଘ୍ର ଶେଷ ହେବ । ଦଳର ସବୁ ନେତା, ପଦାଧିକାରୀ, କର୍ମୀ ଓ ସାଂସଦମାନେ ବିଭିନ୍ନ ଗାଁକୁ ଯାଇ ସେଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗ ଦେବାକୁ କୁହାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପିର ଏଭଳି ଦମ୍ଭୋକ୍ତି ଉପରେ ପ୍ରତିକ୍ରିୟା ଦେଇ ବିଜେଡି ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେଡି ବହୁ ଆଗରୁ ଯେଉଁ ସବୁ କାର୍ଯ୍ୟ କରିସାରିଛି, ବିଜେପି ଏବେ ସେୟା କରିବାକୁ ଚାହୁଁଛି । ତେଣୁ ଏସବୁର ଫରକ କିଛି ପଡ଼ିବ ନାହିଁ । ରାଜ୍ୟରେ ପୁଣିଥରେ ବିଜେଡି ବିପୁଳ ଭାବେ ବିଜୟୀ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story