Advertisment

ବିନା ବହିରେ ଏକରୁ ଏମବିବିଏସ

ଡକ୍ଟର ବୁଢାନ ମୁର୍ମୁ ଜଣେ ସଫଳ ଡାକ୍ତର, ଜଣେ ସଫଳ ରାଜନେତା, ଏବେ ମୟୂରଭଞ୍ଜ ଜିଲ୍ଲା ସାରସକଣାର ବିଧାୟକ।

author-image
Manoj Swain

ଡକ୍ଟର ବୁଢାନ ମୁର୍ମୁ ଜଣେ ସଫଳ ଡାକ୍ତର। ଜଣେ ସଫଳ ରାଜନେତା। ଏବେ ମୟୂରଭଞ୍ଜ ଜିଲ୍ଲା ସାରସକଣାର ବିଧାୟକ। ତେବେ ଜୀବନର ଏହି ସିଢ଼ିରେ ପହଞ୍ଚିବା ପାଇଁ ଡକ୍ଟର ମୁର୍ମୁ କେତେ ଯେ ପରିଶ୍ରମ କରିଛନ୍ତି, ତାହା ତାଙ୍କ ସଂଘର୍ଷଭରା କାହାଣୀ ହିଁ କୁହେ। ଭୋକଶୋଷରେ ପାଠ ପଢ଼ିଛନ୍ତି। ଡାକ୍ତର ହୋଇଛନ୍ତି। ଆଉ ତା ପରେ ଏବେ ବିଜେପିର ବିଧାୟକ ଅଛନ୍ତି ଡକ୍ଟର ମୁର୍ମୁ। ଆମ ସହିତ ସ୍ବତନ୍ତ୍ର ସାକ୍ଷାତକାରରରେ ଡକ୍ଟର ମୁର୍ମୁ କହିଛନ୍ତି ତାଙ୍କ ସଂଘର୍ଷର କଥା।

Advertisment
Odisha Bjp Mayurbhanj