Advertisment

ରବିଙ୍କୁ ହଟେଇଲେ, ତାରାଙ୍କୁ କୋଳେଇଲେ

ଜୟପୁରରେ ରବିଙ୍କ ଯୁଗ ଶେଷ କରିଦେଲା କି ବିଜେଡି? ରବିଙ୍କୁ ମଞ୍ଚରୁ ଟାଣି ବାହାର କରିଦେଲେ ବବି। ଚର୍ଚ୍ଚା ହେଉଛି, ରବିଙ୍କୁ ହଟେଇଲେ ଆଉ ତାରାଙ୍କୁ କୋଳେଇଲେ। ତାରା ବି ନିଜ ଭାଷଣରେ ନବୀନ, ବବି ଓ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଲେ। ତାରା ବିଜେଡିରେ ଯୋଗଦେଲେ ହୋଇପାରେ ବିସ୍ଫୋରଣ।

author-image
Debendra Prusty

ଜୟପୁରରେ ରବିଙ୍କ ଯୁଗ ଶେଷ କରିଦେଲା କି ବିଜେଡି? ରବିଙ୍କୁ ମଞ୍ଚରୁ ଟାଣି ବାହାର କରିଦେଲେ ବବି। ଚର୍ଚ୍ଚା ହେଉଛି,  ରବିଙ୍କୁ ହଟେଇଲେ ଆଉ ତାରାଙ୍କୁ କୋଳେଇଲେ। ତାରା ବି ନିଜ ଭାଷଣରେ ନବୀନ, ବବି ଓ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଲେ। ତାରା ବିଜେଡିରେ ଯୋଗଦେଲେ ହୋଇପାରେ ବିସ୍ଫୋରଣ।

Advertisment
BjD Congress Naveen Patnaik Odisha Politics Boby Das