ବଂଶବାଦ ରାଜନୀତି: ବିଜେପିକୁ କଡ଼ା ଜବାବ ଦେଲେ ରାହୁଲ ଗାନ୍ଧି

ଆଜି ବଂଶବାଦ ରାଜନୀତିକୁ ନେଇ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ବିଜେପିରେ ମଧ୍ୟ ବଂଶବାଦ ପରମ୍ପରା ରହିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

Rahul Gandhi

ରାହୁଲ ଗାନ୍ଧି

Hemant Lenka
  • Published: Tuesday, 17 October 2023
  • Updated: 17 October 2023, 08:27 PM IST

Sports

Latest News

ବଂଶବାଦ ରାଜନୀତି କଥା କହି ବିଜେପି ବାରମ୍ବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିବାର ରହିଛି। ହେଲେ ଆଜି ବଂଶବାଦ ରାଜନୀତିକୁ ନେଇ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ବିଜେପିରେ ମଧ୍ୟ ବଂଶବାଦ ପରମ୍ପରା ରହିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

ବିଜେପି କରୁଥିବା ସମାଲୋଚନାର ଜବାବ ଦେଇ ରାହୁଲ ଗାନ୍ଧି ପଚାରିଛନ୍ତି ଯେ “ଅମିତ ଶାହଙ୍କ ପୁଅ ପ୍ରକୃତରେ କରୁଛନ୍ତି କ’ଣ? ରାଜନାଥ ସିଂହଙ୍କ ପୁଅ କ’ଣ କରୁଛନ୍ତି? ମୁଁ ଶେଷଥର ପାଇଁ ଶୁଣିଥିଲି ଯେ ଅମିତ ଶାହଙ୍କ ପୁଅ ପ୍ରଚାର କରୁଛନ୍ତି।

Also Read

ପୂରା ସ୍ପଷ୍ଟ ଭାବେ କୁହ। ବିଜେପିରେ ଥିବା ନେତାମାନଙ୍କୁ ଦେଖନ୍ତୁ। ନିଜ ନିଜକୁ ନିଜେ ପଚାରନ୍ତୁ ଯେ ବିଜେପି ନେତାମାନଙ୍କ ପିଲାମାନେ କରୁଛନ୍ତି। ଅଧିକାଂଶ ପିଲା ବଂଶବାଦର ପ୍ରତୀକ।”

ପ୍ରଥମଥର ପାଇଁ ଯେ ରାହୁଲ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। ବିଜେପି ତାଙ୍କୁ ବଂଶବାଦର ଉଦାହରଣ କରି କହି ତାଚ୍ଛଲ୍ୟ କରୁଥିବାରୁ ୨୦୧୭ରେ ମଧ୍ୟ ସେ ଏହା ଉଠାଇଥିଲେ। କିନ୍ତୁ ସେତେବେଳେ ସେ କାହାର ନାଁ ଧରି ନଥିଲେ। ହେଲେ ଏବେ ସେ ନାଁ ଧରି ବିଜେପିକୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story