Advertisment

ନବୀନଙ୍କୁ ଅଣ୍ଡାମାଡ଼ କଲେ ୩୦୭, ପ୍ରଦୀପଙ୍କୁ କଲେ ?

ଭିକେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ଭୁବନେଶ୍ୱରରୁ ଗୋପାଳପୁର ବାହାରିଥିଲେ ପ୍ରଦୀପ ପାଣିଗ୍ରାହୀ । ସକାଳୁ ଗଞ୍ଜାମ ଗୋପାଳପୁର ଅଭିମୁଖେ ଗସ୍ତ କରିଥିଲେ । କିନ୍ତୁ ଲାଞ୍ଜିପଲ୍ଲୀ ଛକରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗାଡିକୁ ଅଟକାଇଥିଲେ ବିଜେଡି ସମର୍ଥକ ଓ ନେତା ।

author-image
Manoj Swain

ଭିକେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ଭୁବନେଶ୍ୱରରୁ ଗୋପାଳପୁର ବାହାରିଥିଲେ ପ୍ରଦୀପ ପାଣିଗ୍ରାହୀ । ସକାଳୁ ଗଞ୍ଜାମ ଗୋପାଳପୁର ଅଭିମୁଖେ ଗସ୍ତ କରିଥିଲେ । କିନ୍ତୁ ଲାଞ୍ଜିପଲ୍ଲୀ ଛକରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗାଡିକୁ ଅଟକାଇଥିଲେ ବିଜେଡି ସମର୍ଥକ ଓ ନେତା । ଗାଡି ଉପରକୁ ଅତର୍କିତ ଭାବେ ଅଣ୍ଡା ଓ ଟେକା ମାଡ କରିଥିଲେ ।

Advertisment
Odisha Pradeep Panigrahi Egg Attack