ମୁଖମନ୍ତ୍ରୀ ପଦ ପାଇଁ ଦାବି ଜଣାଇଲେ ଏକନାଥ ସିନ୍ଦେ!

ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।

Eknath Shinde

ଏକନାଥ ସିନ୍ଦେ (ଫାଇଲ ଫଟୋ)

Hemant Lenka
  • Published: Saturday, 23 November 2024
  • Updated: 23 November 2024, 05:53 PM IST

Sports

Latest News

ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର ପୁଣିଥରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ୨୮୮ ବିଧାନସଭା ଆସନରୁ ବିଜେପି, ଶିବସେନା ଓ ଏନସିପି ୨୩୩ଟି ଆସନରେ ଜିତିବା ଏକପ୍ରକାରର ନିଶ୍ଚିତ ହୋଇଛି। କେବଳ ବିଜେପି ଏକାକୀ ୧୩୩ ଆସନ ଜିତିପାରେ।

ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ବିଜେପି ଏଠାରେ ସର୍ବବୃହତ୍ତ ଦଳ ହୋଇଥିଲେ ହେଁ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଜଣାଇଥିବା ରିପୋର୍ଟ ପ୍ରକାଶ ପାଇଛି।

Also Read

କୁହାଯାଉଥିଲା ଯେ ବିଜେପି ମହାୟୁତି ମେଣ୍ଟରେ ସର୍ବାଧିକ ଆସନ ଜିତିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବେ। ଫଡନାଭିସ ମଧ୍ୟ ନିଜ ବୟାନରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଏନଡିଏର ନେତୃବୃନ୍ଦ ନେବେ ବୋଲି କହିଥିଲେ। ଏସବୁ ଭିତରେ ମହାୟୁତି ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।

ଏପ୍ରିଲ-ମେ ମାସରେ ହୋଇଥିବା ଲୋକସଭା ନିର୍ବାଚନରେ ମହାୟୁତର ବିପର୍ଯ୍ୟୟ ପରେ ସିନ୍ଦେ ହିଁ ପୂରା ସ୍ଥିତି ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ମେଣ୍ଟରେ ଥିବା ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲେ। ଏବେ ମେଣ୍ଟକୁ ସଫଳତା ମିଳିଛି। ସେହିପରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଡକୀ ବେହେନ ଯୋଜନା ଗେମଚେଞ୍ଜର ସାବ୍ୟସ୍ତ ହୋଇଛି।

ବିଭିନ୍ନ ସର୍ଭେ ମଧ୍ୟ ଏହି ଯୋଜନା ପାଇଁ ମହାୟୁତିକୁ ଜନାଦେଶ ମିଳିଥିବା ଦାବି କରାଯାଉଛି। ଏହା ପଛରେ ନିଜେ ସିନ୍ଦେ ରହିଛନ୍ତି। ସିନ୍ଦେଙ୍କ ମାନସ ସନ୍ତାନ ହେଉଛି ଲଡକୀ ବେହେନ ଯୋଜନା। ତେଣୁ ଏହି ଆଧାରରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଜଣାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story