ପ୍ରଚାରକୁ ଯାଇ ବିରୋଧର ସମ୍ମୁଖୀନ ହେଲେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଅରବିନ୍ଦ ମହାପାତ୍ର।

Manoj Swain
  • Published: Monday, 27 May 2024
  • Updated: 27 May 2024, 06:13 PM IST

Sports

Latest News

୨୪ ବର୍ଷରେ କ’ଣ କରିଛ ? ପଞ୍ଚାୟତ ବିକାଶ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା ? ଟଙ୍କା ଖାଇଲା କିଏ ? ଗାଁ ଲୋକଙ୍କଠାରୁ ଏପରି ନାନା ପ୍ରଶ୍ନ ଶୁଣି ଝାଳନାଳ ହେଲେ ଭେଟ୍‌ରାନ୍‌ ବିଜୟ ମହାପାତ୍ରଙ୍କ ପୁଅ ତଥା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ! ଶନିବାର ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ପ୍ରଶ୍ନ ପଚାରିବା ସହ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକାଇ ଦେଇଥିଲେ। ଶେଷରେ ସେ ପ୍ରତିଶ୍ରୁତି ଦେଇ ମୁକୁଳିଥିବା ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos