Advertisment

ପ୍ରଚାରକୁ ଯାଇ ବିରୋଧର ସମ୍ମୁଖୀନ ହେଲେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଅରବିନ୍ଦ ମହାପାତ୍ର।

Advertisment

୨୪ ବର୍ଷରେ କ’ଣ କରିଛ ? ପଞ୍ଚାୟତ ବିକାଶ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା ? ଟଙ୍କା ଖାଇଲା କିଏ ? ଗାଁ ଲୋକଙ୍କଠାରୁ ଏପରି ନାନା ପ୍ରଶ୍ନ ଶୁଣି ଝାଳନାଳ ହେଲେ ଭେଟ୍‌ରାନ୍‌ ବିଜୟ ମହାପାତ୍ରଙ୍କ ପୁଅ ତଥା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ! ଶନିବାର ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ପ୍ରଶ୍ନ ପଚାରିବା ସହ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକାଇ ଦେଇଥିଲେ। ଶେଷରେ ସେ ପ୍ରତିଶ୍ରୁତି ଦେଇ ମୁକୁଳିଥିବା ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe