ରାଜଧାନୀରେ ସବୁ ଯୋଜନା ଫେଲ୍, ଭୋଟର କହିଲେ ନବୀନଙ୍କୁ ଆଉ ନୁହେଁ ! | Election 2024 | Voter\'s Reaction | OR
ଏବେ ଲୋକେ ବୁଝିସାରିଲେଣି । ବିଜେଡି ହାତରେ 25 ବର୍ଷ ଦେଲୁ ଏଥର 5 ବର୍ଷ ପାଇଁ ପରିବର୍ତ୍ତନ ଚାହୁଁଛୁ । ଇଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ରାଜଧାନୀ ଉପକଣ୍ଠରେ ଥିବା ଇଞ୍ଜଣା ଗାଁର ଲୋକେ କହୁଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ପାଇଁ 25 ବର୍ଷ କଣ ନିଅଣ୍ଟ ପଡ଼ିଲା କି ? ଯେଉଁଥିପାଇଁ ଲୋକେ 5 ବର୍ଷ ଅନ୍ୟ ଦଳ ହାତରେ ଟେକିଦେବାକୁ ଚାହୁଁଛନ୍ତି । ଗାଁ ଗାଁରେ ପଲିଟିକାଲ ଖଟି କାର୍ଯ୍ୟକ୍ରମରେ ଇଞ୍ଜଣା ଗାଁ ଲୋକେ ଦେଲେ ମୁହଁତୋଡ଼ ଜବାବ । ଜାଣନ୍ତୁ କଣ ରହିଛି ସେମାନଙ୍କ ମୁଡ୍ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
