ରାଜଧାନୀ ଉପକଣ୍ଠରେ ଥିବା ଗାଁରେ କେମିତି ରହିଛି ଲୋକଙ୍କ ମୁଡ୍‌ ?

  • Published: Friday, 24 May 2024
  • , Updated: 24 May 2024, 04:05 PM IST

ଏବେ ଲୋକେ ବୁଝିସାରିଲେଣି । ବିଜେଡି ହାତରେ 25 ବର୍ଷ ଦେଲୁ ଏଥର 5 ବର୍ଷ ପାଇଁ ପରିବର୍ତ୍ତନ ଚାହୁଁଛୁ । ଇଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ରାଜଧାନୀ ଉପକଣ୍ଠରେ ଥିବା ଇଞ୍ଜଣା ଗାଁର ଲୋକେ କହୁଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ପାଇଁ 25 ବର୍ଷ କଣ ନିଅଣ୍ଟ ପଡ଼ିଲା କି ? ଯେଉଁଥିପାଇଁ ଲୋକେ 5 ବର୍ଷ ଅନ୍ୟ ଦଳ ହାତରେ ଟେକିଦେବାକୁ ଚାହୁଁଛନ୍ତି । ଗାଁ ଗାଁରେ ପଲିଟିକାଲ ଖଟି କାର୍ଯ୍ୟକ୍ରମରେ ଇଞ୍ଜଣା ଗାଁ ଲୋକେ ଦେଲେ ମୁହଁତୋଡ଼ ଜବାବ । ଜାଣନ୍ତୁ କଣ ରହିଛି ସେମାନଙ୍କ ମୁଡ୍ । ଦେଖନ୍ତୁ ପୂରା ରିପୋର୍ଟ। 

Related story