ଧାମନଗରରେ ନେତାଙ୍କ ମୁଖା ଖୋଲିଦେଲେ ଜନତା

ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍‌ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ?

Manoj Swain
  • Published: Thursday, 30 May 2024
  • Updated: 30 May 2024, 07:25 PM IST

Sports

Latest News

ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଲେ ଭୋଟର । ଭୋଟ ପୂର୍ବରୁ ଜମୁଛି ଖଟି । ଉପ-ନିର୍ବାଚନରେ ହାରିଲା ବିଜେଡି, କର୍ମୀ କହିଦେଲେ କଣ ପାଇଁ ହାରିଲା ଦଳ ? ସେପଟେ ବିଧାୟକ ହେବାପରେ ସୂର୍ଯ୍ୟବଂଶୀ କିଛି କରିନଥିବା ଅଭିଯୋଗ ଆଣିଲେ ବିଜେଡି କର୍ମୀ । ସେହିଭଳି ବିଜେପି କର୍ମୀ କହିଲେ ଯାହା କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos