Advertisment

ପୁଅ ପାଇଁ ବାପାଙ୍କ କସରତ

ବଲାଙ୍ଗିର ଆସନରେ ଦେଖିବାକୁ ମିଳିବ ପରିବାର ବାଦ ରାଜନୀତି ।

author-image
Manoj Swain
ଅଦ୍ୟତନ ହୋଇଛି

ପରିବାର ବାଦ ରାଜନୀତିର ପେଣ୍ଠସ୍ଥଳୀ ବଲାଙ୍ଗିର। ଏଠି ତିନି ପ୍ରମୁଖ ଦଳରେ ତିନି ପରିବାରର ଦବଦବା ରହିଛି । ପିଢି ପରେ ପିଢି ରାଜନୀତିର ମଙ୍ଗ ଧରୁଛନ୍ତି। ତେଣୁ ବାପାମାନେ ରାଜନୀତିକୁ ବାଏ ବାଏ କଲା ପରେ, ପୁଅଙ୍କ ପାଇଁ ଲଞ୍ଚପ୍ୟାଡ୍ ତିଆରି କରୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Congress Odisha Politics