Advertisment

ପୁଅ ପାଇଁ ବାପାଙ୍କ କସରତ

ବଲାଙ୍ଗିର ଆସନରେ ଦେଖିବାକୁ ମିଳିବ ପରିବାର ବାଦ ରାଜନୀତି ।

ଅଦ୍ୟତନ ହୋଇଛି
Advertisment

ପରିବାର ବାଦ ରାଜନୀତିର ପେଣ୍ଠସ୍ଥଳୀ ବଲାଙ୍ଗିର। ଏଠି ତିନି ପ୍ରମୁଖ ଦଳରେ ତିନି ପରିବାରର ଦବଦବା ରହିଛି । ପିଢି ପରେ ପିଢି ରାଜନୀତିର ମଙ୍ଗ ଧରୁଛନ୍ତି। ତେଣୁ ବାପାମାନେ ରାଜନୀତିକୁ ବାଏ ବାଏ କଲା ପରେ, ପୁଅଙ୍କ ପାଇଁ ଲଞ୍ଚପ୍ୟାଡ୍ ତିଆରି କରୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe