ବିଜେଡି ପ୍ରାର୍ଥୀଙ୍କ ପାଇଁ ଚାଲିଥିଲା ଗୁପ୍ତ ବୈଠକ ? | Election 2024 | Mission Shakti | SHG | BJD | OR
ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀରେ ଏକ ଅଜବ ଘଟଣା ସମ୍ନାକୁ ଆସିଛି। କିଛି ମହିଳାମାନେ ଏକ ମିଟିଂ ପାଇଁ ଉପସ୍ଥିତ ଥିଲେ, କିନ୍ତୁ ସେମାନେ ଜାଣିନାହାଁନ୍ତି ମିଟିଂରେ କଣ ଆଲୋଚନ ହେବ ଏବଂ କିଏ ଆସିବେ ? ଭିତିରିଆ ଭୋଟ ହାତେଇବା ପାଇଁ ମିଟିଂ ବାହାନାରେ ମହିଳାଙ୍କୁ ଡାକିଥିଲେ ମିଶନଶକ୍ତିର ପ୍ରେସିଡେଣ୍ଟ୍ ଓ ସେକ୍ରେଟାରୀ ? ଝିପିଝିପି ବର୍ଷା ସତ୍ତ୍ବେ ଛୁଆପିଲାଙ୍କୁ ଛାଡ଼ି ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ପହଞ୍ଚିଲେ ମିଶନଶକ୍ତିର ମହିଳା। ମିଶନଶକ୍ତିର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ କହିଲେ, କିଏ ଜଣେ ଭୁବନେଶ୍ବରରୁ ଆସିବେ ମିଟିଂ ହେବ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
