ବିଜେଡି ପ୍ରାର୍ଥୀଙ୍କ ପାଇଁ ଚାଲିଥିଲା ଗୁପ୍ତ ବୈଠକ ?

  • Published: Monday, 27 May 2024
  • , Updated: 27 May 2024, 02:48 PM IST

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀରେ ଏକ ଅଜବ ଘଟଣା ସମ୍ନାକୁ ଆସିଛି। କିଛି ମହିଳାମାନେ ଏକ ମିଟିଂ ପାଇଁ ଉପସ୍ଥିତ ଥିଲେ, କିନ୍ତୁ ସେମାନେ ଜାଣିନାହାଁନ୍ତି ମିଟିଂରେ କଣ ଆଲୋଚନ ହେବ ଏବଂ କିଏ ଆସିବେ ? ଭିତିରିଆ ଭୋଟ ହାତେଇବା ପାଇଁ ମିଟିଂ ବାହାନାରେ ମହିଳାଙ୍କୁ ଡାକିଥିଲେ ମିଶନଶକ୍ତିର ପ୍ରେସିଡେଣ୍ଟ୍ ଓ ସେକ୍ରେଟାରୀ ? ଝିପିଝିପି ବର୍ଷା ସତ୍ତ୍ବେ ଛୁଆପିଲାଙ୍କୁ ଛାଡ଼ି ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ପହଞ୍ଚିଲେ ମିଶନଶକ୍ତିର ମହିଳା। ମିଶନଶକ୍ତିର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ କହିଲେ, କିଏ ଜଣେ ଭୁବନେଶ୍ବରରୁ ଆସିବେ ମିଟିଂ ହେବ। ଦେଖନ୍ତୁ ପୂରା ରିପୋର୍ଟ। 

Related story