ଭୋଟ୍‌ ହାତେଇବା ପାଇଁ ବିଜେଡି ବାଣ୍ଟୁଛି ଟଙ୍କା !

ଏହି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋପ ପୁଲିସ୍‌ ଗୋଟିଏ ଟଙ୍କା ବ୍ୟାଗ୍‌ ଜବତ କରିଥିବା ଚର୍ଚ୍ଚା ହେଉଛି।

Manoj Swain
  • Published: Tuesday, 28 May 2024
  • Updated: 28 May 2024, 04:19 PM IST

Sports

Latest News

ଭୋଟ୍‌ ହାତେଇବା ପାଇଁ ବିଜେଡି ବାଣ୍ଟୁଛି ଟଙ୍କା ! ମିଶନଶକ୍ତି ମହିଳାଙ୍କୁ କରିଛନ୍ତି ମାଧ୍ୟମ ! ମିଶନ ଶକ୍ତିର ଏମ୍‌ବିକେ, ସିଆର୍‌ପି ଓ ଜିପିଏଲ୍‌ ଟଙ୍କା ବାଟୁଥିବା ଅଭିଯୋଗ ହୋଇଛି। ଯାହାକୁ ବିରୋଧ କରିଛନ୍ତି କିଛି ମହିଳା। ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋପ ପୁଲିସ୍‌ ଗୋଟିଏ ଟଙ୍କା ବ୍ୟାଗ୍‌ ଜବତ କରିଥିବା ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos