Advertisment

ଭୋଟ୍‌ ହାତେଇବା ପାଇଁ ବିଜେଡି ବାଣ୍ଟୁଛି ଟଙ୍କା !

ଏହି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋପ ପୁଲିସ୍‌ ଗୋଟିଏ ଟଙ୍କା ବ୍ୟାଗ୍‌ ଜବତ କରିଥିବା ଚର୍ଚ୍ଚା ହେଉଛି।

Advertisment

ଭୋଟ୍‌ ହାତେଇବା ପାଇଁ ବିଜେଡି ବାଣ୍ଟୁଛି ଟଙ୍କା ! ମିଶନଶକ୍ତି ମହିଳାଙ୍କୁ କରିଛନ୍ତି ମାଧ୍ୟମ ! ମିଶନ ଶକ୍ତିର ଏମ୍‌ବିକେ, ସିଆର୍‌ପି ଓ ଜିପିଏଲ୍‌ ଟଙ୍କା ବାଟୁଥିବା ଅଭିଯୋଗ ହୋଇଛି। ଯାହାକୁ ବିରୋଧ କରିଛନ୍ତି କିଛି ମହିଳା। ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋପ ପୁଲିସ୍‌ ଗୋଟିଏ ଟଙ୍କା ବ୍ୟାଗ୍‌ ଜବତ କରିଥିବା ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe