Advertisment

କେମିତି ଅଛନ୍ତି ଜୟଦେବ ନିର୍ବାଚନମଣ୍ଡଳୀର ଜନସାଧାରଣ ?

ଜୟଦେବ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ ?

Advertisment

ଲୋକେ ପଚାରୁଛନ୍ତି, ଏ ସରକାର କିଏ ଚଳାଉଛି ? ଭୋଟ ଦେଉଛୁ ନବୀନ ବାବୁଙ୍କୁ, କିନ୍ତୁ ରାଜ୍ୟ ଚଳାଉଛନ୍ତି ଆଉ ଜଣେ । ନବୀନ ବାବୁ ସବୁଠୁ ଭଲ ପୁଣି ସବୁଠୁ ଖରାପ । ସେଣେ ସରପଞ୍ଚ କହୁଛନ୍ତି ତୁମେ ଦେଇନ ଭୋଟ, ଆମେ ଦେବୁନୁ ଯୋଜନା ? ଜୟଦେବଙ୍କ ମାଟିରେ ବିକାଶ ଅପହଞ୍ଚ, କେବଳ ଭୋଟ ବେଳେ ପ୍ରଲୋଭନ । ସରିଗଲେ ସେହି ଦୁର୍ଦ୍ଦଶାର ଦୟନୀୟ ଚିତ୍ର । ଓଡ଼ିଶା ରିପୋର୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁର ପଲିଟିକାଲ ଖଟି କାର୍ଯ୍ୟକ୍ରମରେ ଗାଁର ରାଜନୈତିକ ମାହୋଲ କିପରି ଅଛି ଜାଣିବା ପାଇଁ ଆମ ଟିମ ପହଞ୍ଚିଥିଲା ଏହି ଗାଁରେ। 

Advertisment
2024 General Election Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe