Advertisment

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ; ବୁଥ ଅଭିମୁଖେ ପୋଲିଂ ପାର୍ଟି

ରାଜ୍ୟରେ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ।

author-image
Manoj Swain

ଆସନ୍ତାକାଲି ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟରେ ୬ଟି ସଂସଦୀୟ କ୍ଷେତ୍ର ଯଥା-ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ପୋଲିଂ ପାଟି ବୁଥ୍ ମୁହାଁ ହୋଇଛନ୍ତି। EVM, VVPAT ସହ ଅନ୍ୟାନ୍ୟ ସାମଗ୍ରୀ ଧରି ବିଭିନ୍ନ ବୁଥକୁ ଯାଇଛନ୍ତି। ଭଦ୍ରକରେ ଭୋଟିଂ ପାଇଁ ବୁଥ୍ ମୁହାଁ ପୋଲିଂ ପାର୍ଟି....

Advertisment
2024 General Election Odisha