ଭୋଟ ଖଣ୍ଡର ଦାମ୍ କେତେ ?

5 ବର୍ଷ ପାଇଁ ପୁଣି କ'ଣ ମୁଣ୍ଡ ବିକି ଦେବେ କି ଜନତା ?

Manoj Swain
  • Published: Wednesday, 01 May 2024
  • Updated: 01 May 2024, 12:27 PM IST

Sports

Latest News

ଲୋକେ କହିଲେ ସାଂଘାତିକ କଥା । 500, 1000, 1500 ଦେଇ ଆମକୁ କିଣି ନେଉଛନ୍ତି ନେତା । ଭୋଟର ଖୁଲାସା କଲେ ନେତାଙ୍କ କଥା । ବିକ୍ରି ହେଉଛି ଭୋଟ । ଏଥର ବି ଟଙ୍କା ଦେଇ ପୁଣି ଭଣ୍ଡେଇ ଦେବେ କି ନେତା ? 5 ବର୍ଷ ପାଇଁ ପୁଣି କ'ଣ ମୁଣ୍ଡ ବିକି ଦେବେ କି ଜନତା ? ଓଡିଶା ରିପୋର୍ଟରର ସ୍ୱତନ୍ତ୍ର ଆଲୋଚନାରେ ଦେଖନ୍ତୁ, ଭୋଟ ଖଣ୍ଡର ଦାମ୍ କେତେ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos