ଭୋଟ ଖଣ୍ଡର ଦାମ୍ କେତେ ? | Price Of Vote?| Vote Politics | Election 2024 | Odisha Reporter |
Advertisment
ଲୋକେ କହିଲେ ସାଂଘାତିକ କଥା । 500, 1000, 1500 ଦେଇ ଆମକୁ କିଣି ନେଉଛନ୍ତି ନେତା । ଭୋଟର ଖୁଲାସା କଲେ ନେତାଙ୍କ କଥା । ବିକ୍ରି ହେଉଛି ଭୋଟ । ଏଥର ବି ଟଙ୍କା ଦେଇ ପୁଣି ଭଣ୍ଡେଇ ଦେବେ କି ନେତା ? 5 ବର୍ଷ ପାଇଁ ପୁଣି କ'ଣ ମୁଣ୍ଡ ବିକି ଦେବେ କି ଜନତା ? ଓଡିଶା ରିପୋର୍ଟରର ସ୍ୱତନ୍ତ୍ର ଆଲୋଚନାରେ ଦେଖନ୍ତୁ, ଭୋଟ ଖଣ୍ଡର ଦାମ୍ କେତେ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us