Advertisment

କିଏ ଜିତିବ ଜଟଣୀ ବିଧାନସଭା ଆସନ ?

ଜଟଣୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଜଟଣୀ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ।

author-image
Manoj Swain

ଆପଣଙ୍କ ଅଞ୍ଚଳରେ ବିକାଶ କେତେ ହୋଇଛି ? ଏହି ପ୍ରଶ୍ନ ପଚାରିବା ମାତ୍ରେ ତାତି ଯାଉଛନ୍ତି ଜନତା । ପ୍ରଶ୍ନବାଣରେ ସରକାର ଓ ସ୍ଥାନୀୟ ପ୍ରତିନିଧିଙ୍କୁ କରୁଛନ୍ତି ଘାଇଲା। ଚର୍ଚ୍ଚା ଆଲୋଚନା ଭିତରେ ଲୋକେ ପ୍ରଶ୍ନ କରୁଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କିଏ ? ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ, 'ଗାଁ ଗାଁରେ ପଲିଟିକାଲ ଖଟି'ରେ ଭୁବନେଶ୍ବର ଲୋକସଭା ଆସନରେ ଆସୁଥିବା ଜଟଣୀ ନିର୍ବାଚନମଣ୍ଡଳୀର ଭୋଟର ବୁଝାଇଲେ, ବିକାଶର ସଜ୍ଞା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
2024 General Election Bhubaneswar Odisha