ଲୋକଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ କିଏ ?| କିଏ ଜିତିବ ଜଟଣୀ ? | Jatani Politics | Election 2024 | OR |
Advertisment
ଆପଣଙ୍କ ଅଞ୍ଚଳରେ ବିକାଶ କେତେ ହୋଇଛି ? ଏହି ପ୍ରଶ୍ନ ପଚାରିବା ମାତ୍ରେ ତାତି ଯାଉଛନ୍ତି ଜନତା । ପ୍ରଶ୍ନବାଣରେ ସରକାର ଓ ସ୍ଥାନୀୟ ପ୍ରତିନିଧିଙ୍କୁ କରୁଛନ୍ତି ଘାଇଲା। ଚର୍ଚ୍ଚା ଆଲୋଚନା ଭିତରେ ଲୋକେ ପ୍ରଶ୍ନ କରୁଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କିଏ ? ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ, 'ଗାଁ ଗାଁରେ ପଲିଟିକାଲ ଖଟି'ରେ ଭୁବନେଶ୍ବର ଲୋକସଭା ଆସନରେ ଆସୁଥିବା ଜଟଣୀ ନିର୍ବାଚନମଣ୍ଡଳୀର ଭୋଟର ବୁଝାଇଲେ, ବିକାଶର ସଜ୍ଞା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us