ନିର୍ବାଚନ ପାଖେଇବା ସହ ବାଲିକୁଦା-ଏରସମାରେ ରୋଚକ ହେଉଛି ନିର୍ବାଚନୀ ଲଢ଼େଇ । ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଆଉ ବିଜେପିର ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି। ହେଲେ ବିଜେଡିକୁ ଏଥର ଘାରିଛି ଅନ୍ତଃକନ୍ଦଳ ଭୟ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସାରଦା ଜେନାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଥିବା ବିଜେଡି ନେତା ସଞ୍ଜିବ ବିଶ୍ୱାଳ । ବିଜେଡିରୁ ଟିକେଟ୍ ଆଶାୟୀ ଥିବା ସଞ୍ଜିବ ଘୋଷଣା କରିସାରିଛନ୍ତି ସେ ସ୍ୱାଧୀନରୁ ନିର୍ବାଚନ ଲଢ଼ିବେ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।