Election Campaign 2024 :ବାଲିକୁଦା ବିଜେଡିରେ ବିଭୀଷଣ ସାଜିବେ ସଞ୍ଜୀବ ! | BJD Leader | Odisha Reporter
ନିର୍ବାଚନ ପାଖେଇବା ସହ ବାଲିକୁଦା-ଏରସମାରେ ରୋଚକ ହେଉଛି ନିର୍ବାଚନୀ ଲଢ଼େଇ । ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଆଉ ବିଜେପିର ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି। ହେଲେ ବିଜେଡିକୁ ଏଥର ଘାରିଛି ଅନ୍ତଃକନ୍ଦଳ ଭୟ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସାରଦା ଜେନାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଥିବା ବିଜେଡି ନେତା ସଞ୍ଜିବ ବିଶ୍ୱାଳ । ବିଜେଡିରୁ ଟିକେଟ୍ ଆଶାୟୀ ଥିବା ସଞ୍ଜିବ ଘୋଷଣା କରିସାରିଛନ୍ତି ସେ ସ୍ୱାଧୀନରୁ ନିର୍ବାଚନ ଲଢ଼ିବେ। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us