ବିଜେଡିର ଷ୍ଟାର କ୍ୟାମ୍ପନରେ ତାଲିକାଟି ଯେମିତି 1 ରୁ ଆରମ୍ଭ ହୋଇ 2ରେ ସରିଯାଇଛି। 3 ନମ୍ବର ବ୍ୟକ୍ତି ଦଳର ସାଙ୍ଗଠନିକ ସଂପାଦକଙ୍କୁ କେବଳ ସମ୍ବଲପୁର ଛାଡି ଦେଲେ ଅନ୍ୟ କେଉଁଠି ସଭା ସମିତି କରୁଥିବା ଦେଖିବାକୁ ମିଳୁନି। ତାଲିକାରେ 40 ଜଣଙ୍କ ନାଁ ଥିଲେ ମଧ୍ୟ ବୁଲୁଛନ୍ତି କେବଳେ 2 ଜଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ଜନସଭା କରୁଥିବା ବେଳେ ପାଣ୍ଡିଆନ କରୁଛନ୍ତି ରୋଡ ସୋ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।