Election Campaign 2024 : 2 ଜଣ ବୁଲୁଛନ୍ତି ଘାଇଁ ଘାଇଁ, ଅନ୍ୟଙ୍କ ଏତେ ଦେଖା ନାହିଁ | BJD | Odisha Reporter
Advertisment
ବିଜେଡିର ଷ୍ଟାର କ୍ୟାମ୍ପନରେ ତାଲିକାଟି ଯେମିତି 1 ରୁ ଆରମ୍ଭ ହୋଇ 2ରେ ସରିଯାଇଛି। 3 ନମ୍ବର ବ୍ୟକ୍ତି ଦଳର ସାଙ୍ଗଠନିକ ସଂପାଦକଙ୍କୁ କେବଳ ସମ୍ବଲପୁର ଛାଡି ଦେଲେ ଅନ୍ୟ କେଉଁଠି ସଭା ସମିତି କରୁଥିବା ଦେଖିବାକୁ ମିଳୁନି। ତାଲିକାରେ 40 ଜଣଙ୍କ ନାଁ ଥିଲେ ମଧ୍ୟ ବୁଲୁଛନ୍ତି କେବଳେ 2 ଜଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ଜନସଭା କରୁଥିବା ବେଳେ ପାଣ୍ଡିଆନ କରୁଛନ୍ତି ରୋଡ ସୋ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us