ନିର୍ବାଚନ କମିଶନଙ୍କ ଆକ୍ସନ ପରେ ବିଜେଡିରେ ହଲଚଲ୍ !

ବିଜେଡି ପାଇଁ ରାଜନୀତି କରିବା ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମହଙ୍ଗା ପଡ଼ିଛି ।

Manoj Swain
  • Published: Thursday, 30 May 2024
  • Updated: 30 May 2024, 02:15 PM IST

Sports

Latest News

ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ ଆଇପିଏସ୍ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ। ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍। କେଉଁ ଶାରିରୀକ ସମସ୍ୟା ପାଇଁ ମେଡ଼ିକାଲ୍ ଲିଭରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିଭାଗ ଦାୟିତ୍ବରେ ଥିବା IPS ଆଶିଷ ସିଂ ? ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ରିପୋର୍ଟ ଦେବାକୁ ଭୁବନେଶ୍ବର ଏମସ୍ କର୍ତ୍ତୃପକ୍ଷଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସ୍ବତନ୍ତ୍ର ବୋର୍ଡ ଗଠନ କରାଯାଇଥିବା ସୂଚନା ମିଳିଛି। ଦେଖନ୍ତୁ ପୂରା ରିପୋର୍ଟ। 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos