Advertisment

ବିଜେଡିକୁ ମହଙ୍ଗା ପଡିଲା ଡବଲ ଟିକେଟ୍

ପରିବାର ପିଛା ଡବଲ ଟିକେଟ ଦେବା ବିଜେଡିକୁ ମହଙ୍ଗା ପଡ଼ିଛି।

author-image
Manoj Swain

ଏଥର କାମ ଦେଲାନି ପରିବାର ରାଜନୀତି । ପରିବାର ପିଛା ଡବଲ ଟିକେଟ ଦେବା ବିଜେଡିକୁ ମହଙ୍ଗା ପଡ଼ିଛି। ୩ଟି ପରିବାରର ୨ ଜଣ ଲେଖାଏଁ କରି ୬ ଜଣ ଟିକେଟ ପାଇଥିଲେ ବି ସମସ୍ତେ ଶୋଚନୀୟ ଭାବେ ମାଟି କାମୁଡ଼ିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD