ଏଥର କାମ ଦେଲାନି ପରିବାର ରାଜନୀତି । ପରିବାର ପିଛା ଡବଲ ଟିକେଟ ଦେବା ବିଜେଡିକୁ ମହଙ୍ଗା ପଡ଼ିଛି। ୩ଟି ପରିବାରର ୨ ଜଣ ଲେଖାଏଁ କରି ୬ ଜଣ ଟିକେଟ ପାଇଥିଲେ ବି ସମସ୍ତେ ଶୋଚନୀୟ ଭାବେ ମାଟି କାମୁଡ଼ିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।