Advertisment

ନିମାପଡ଼ାରେ କିଙ୍ଗମେକର ସାଜିଲେ ସମୀର ଦାଶ

ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି ।

Advertisment

ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି । ନିମାପଡ଼ାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ସେ ବିଜେଡିର ଦିଲୀପ କୁମାର ନାଏକଙ୍କୁ 4588 ଖଣ୍ଡ ଭୋଟରେ ହରାଇଛନ୍ତି। ପ୍ରତିଭା 95,430 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଦିଲୀପ କୁମାର ନାଏକ 90,842 ଖଣ୍ଡ ଭୋଟ ପାଇଥିଲେ। ନିମାପଡ଼ାରେ ବିଜେପିର ବିଜୟ ପରେ କିଙ୍ଗମେକର ସମୀର ଦାଶ କଣ କହୁଛନ୍ତି ଶୁଣନ୍ତୁ...

Advertisment
2024 General Election Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe