Advertisment

ମାମୁଙ୍କୁ ହରାଇଲା ବିଜେଡି, ଭଣଜାଙ୍କୁ ହରାଇଲା ବିଜେପି

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେପିରୁ ନିର୍ବାଚନ ଲଢୁଥିଲେ ମାମୁ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିର୍ବାଚନ ଲଢୁଥିଲେ ଭଣଜା ପ୍ରୀତିରଞ୍ଜନ ଘଡ଼ାଇ ।

Advertisment

ଦଳ ହୁଏତ ଅଲଗା ଅଲଗା କିନ୍ତୁ ନିର୍ବାଚନ ମୈଦାନରେ ଫାଇଟ ଥିଲା ପୁରା ଜବରଦସ୍ତ। ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେପିରୁ ନିର୍ବାଚନ ଲଢୁଥିଲେ ମାମୁ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିର୍ବାଚନ ଲଢୁଥିଲେ ଭଣଜା ପ୍ରୀତିରଞ୍ଜନ ଘଡ଼ାଇ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe